ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଗୋକୁଳl ଅମୃତ ସରୋବର ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲୋକ ଙ୍କୁ କ୍ଷୁଧା ମୁକ୍ତ କରିବା ପାଇଁ ଘରେ ଘରେ ପାଣି ପହଞ୍ଚାଇବାକୁ ସରକାରଙ୍କ ଯୋଜନା ମୁତାବକ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେହେଉଥିବା କାର୍ଯ୍ୟର ସମୀକ୍ଷା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମା ନଚଲ୍ ଖମାରୀ କାଶୀନଗର ଗସ୍ତ କରିଥିଲେ। କିଡିଗାଁ ପଞ୍ଚାୟତର ଗୋକୁଳ। ଗ୍ରାମରେ ଅମୃତ ସରୋବର ନାମରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପକୁ ସମୀକ୍ଷା କରିବା ପାଇଁ ଖମାରୀ ଓ କାଶୀନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ ଗସ୍ତ କରିଥିବା ଜଣା ଯାଇଛି। ହେଲେ ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ କାମଟି ସେତେ ଆଗେଇ ପାରିନାହିଁ। ଏଣୁ ଆଗାମୀ ଦିନରେ ଏହି ପ୍ରକଳ୍ପ ଶେଷ ହେଲେ ହଜାର ହଜାର ଲୋକଙ୍କୁ ଭଲ ପାଣି ପିଇବା ପାଇଁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ