ନିୟମିତ ହେବା ଆଦେଶ ନେଲେଆଠଜଣ ଜୁନିଅର ଶିକ୍ଷକ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଆଠଜଣ ଜୁନିଅର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ଗୋଷ୍ଠୀ ଶିକ୍ଷାଧିକାରୀ ନିୟମିତ ହେବା ଆଦେଶ ବଣ୍ଟନ କରିଛନ୍ତି । କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବି ଆର ସି ସି ନିଗମାନନ୍ଦ ପଣ୍ଡା, ଅତିରକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୀମାଞ୍ଚଳ ପଣ୍ଡା, ତ୍ରିନାଥ ମଲ୍ଲିକ, ଅଶୋକ ମିଶ୍ର, ଦିଲୀପ ସାହୁ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ପ୍ରଧାନ, ସଂପାଦକ ରଞ୍ଜନ କୁମାର ବ୍ରହ୍ମା, ଉପଦେଷ୍ଟା ରାଜକିଶୋର ପଣ୍ଡା, ସୁନୀଲ କୁମାର ସାହୁ, ଶକ୍ତିମାନ ପଣ୍ଡା ପ୍ରଭୃତି ଉପସ୍ଥିତ ରହିଥିଲେ । ଆଦେଶ ପାଇ ଥିବା ଶିକ୍ଷକ ଶିକ୍ଷୟିତ୍ରିଙ୍କ ଗହଣରେ ଆନନ୍ଦ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ