ନୀଳଚକ୍ରରେ ଧଳାନେତ

ପୁରୀ: ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଦେଖିବାକୁ ମିଳିଛି ଧଳା ଧ୍ୱଜା । ଏହି ଧଳା ରଙ୍ଗର ନେତ ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି । ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି । ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବାବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ । ତେବେ ବିଧିର ବିଧାନ ବଡ଼ ବିଚିତ୍ର । ଯେଉଁଦିନ ପାଣିପାଗରେ ବର୍ଷାର ସୂଚନା ଥାଏ, ସେଦିନ ସ୍ୱତଃପ୍ରବୃତ୍ତ ଭାବେ ଧଳା ବାନା ଉଡ଼େ ବୋଲି ବିଶ୍ୱାସ ଥିବା କହିଛନ୍ତି ଚୂନରା ସେବକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ