ନୂଆପାଟଣା ରେ ପ୍ରତିଷ୍ଠା ହେଲା ସତ୍ୟମହିମା ଆଶ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ନିକଟ ଛୋଟରାୟପୁର ଗ୍ରାମରେ ଅଲେଖ ଟୁଙ୍ଗି ପ୍ରତିଷ୍ଠା ହୋଇ ଯାଇଛି lବ୍ରହ୍ମାବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସ ଙ୍କ ତତ୍ୱାବଧାନ ରେ ସତ୍ୟ ମହିମା ଆଶ୍ରମ ପ୍ରତିଷ୍ଠା ସହିତ ହୋମ, ଯଜ୍ଞ ପ୍ରମୁଖ ମାଙ୍ଗଳିକ କାର୍ଯ୍ୟ ସମାପନ କରାଯାଇଛି l ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଏହା ଜଣାଇଥିଲେ l ଏହି କାର୍ଯ୍ୟକ୍ରମ କୁ ନୂଆପାଟଣା ଗ୍ରାମ ବାସି ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ