ନୂଆ ଅର୍ଥମନ୍ତ୍ରୀ ଚମଡା ବ୍ୟାଗ ବଦଳରେ ବହିଖାତା ଧରି ଆସିଲେ ସଂସଦ କୁ

ଆଜି ଲୋକସଭା ରେ ବଜେଟ ଉପସ୍ଥାପନା କରିଛନ୍ତି ଦେଶ ର ନୂଆଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ । ବଜେଟ ଉପସ୍ଥାପନା କରିବା ପୂର୍ବରୁ ଚାକଚକ୍ୟ ଭରା ବ୍ରିଫକେସ ଛାଡି ଏକ ନାଲି ରଙ୍ଗ ର ସୁନ୍ଦର ବ୍ୟାଗରେ ଦେଶ ର ଅର୍ଥନୈ÷ତିକ ଚିଠା ଧରି ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହି ବ୍ୟାଗ ଉପରେ ଅଶୋକ ସ୍ତମ୍ଭ ର ଫଳକ ରହିଥିଲା । ଚଳିତ ବର୍ଷ ସିତାରମଣ ବ୍ରିଫକେସ ବଦଳରେ ନାଲି ରଙ୍ଗ ବ୍ୟାଗ ଧରି ଆସିଥିଲେ । ସୂଚନା ଥାଉ କି ପୂର୍ବ ରୁ ଅର୍ଥ ବିଭାଗର ନୀତିନିୟମ ଅନୁସାରେ ବ୍ରିଫକେସ ରେ ରଖାଯାଉଥିଲା । ଏହି ପରମ୍ପରା ଆରମ୍ଭ କରିଥିଲେ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲା ନେହୁରୁ । ସେ ୧୯୫୮ କଳା ରଙ୍ଗ ର ବ୍ରିଫକେସ ଧରି ସଂସଦ ଭବନ କୁ ଆସି ବଜେଟ ଉପସ୍ଥାପନା କରିଥିଲେ । ଏହା ପରେ ୧୯୯୧ ମସିହାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ ଙ୍କ କାର୍ଯ୍ୟକାଳ ରେ କାଳ ରେ କଳାରଙ୍ଗ ବ୍ରିଫକେସ କୁ ବଦାଳାଇ ନାଲିରଙ୍ଗ କରାଯାଇଥିଲା । ସେବେଠାରୁ ନାଲିରଙ୍ଗ ର ବ୍ରିଫକେସ ରେ ବଜେଟ ଉପସ୍ଥାପନା କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖାଯାଇଛି ଚମଡା ବ୍ୟାଗ ବଦଳରେ ବହିଖାତା କୁ ବଦଳି ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ