ନୂତନ ଉପ- ଜିଲ୍ଲାପାଳଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଗତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗ ଦେଇଥିବା ଉପ-ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସଙ୍ଗଠନର ସଂପାଦକ ରମଣୀ ରଂଜନରାଉତରାୟ, ଆଇନଜୀବୀ ସଂଜୟ ଜେନା, ରମାକାନ୍ତ ସ୍ୱ୍‌ାଇଁ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ,ହାଡିବନ୍ଧୁ ସିଂ, ସ୍ମୃତି ରଂଜନ ସିଂ, ସୁବାସ ମିଶ୍ର, ବ୍ରଜ ସୁନ୍ଦର ରାଉତ, ମାନସ ରଂଜନ ଧଳ, ଶେଷଦେବ ଦାସ,ଇତିହାସ ଲେଙ୍କା, ଧିରେନ୍ଦ୍ର କୁମାର ଦାସ , ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, କିଶୋର ଚନ୍ଦ୍ର ପ୍ରଧାନ, ଦୀପକ କୁମାର ପ୍ରଧାନ ପ୍ରମୁଖ ଉତରୀୟ,ପୁଷ୍ପ ଗୁଚ୍ଛ ଓ ବିପ୍ଳବୀଙ୍କ ଜୀବନୀ ପୁସ୍ତକ ଉପହାର ଦେଇ ସ୍ୱାଗତ କରିବା ସହିତ ଜଣେ ଦକ୍ଷ ଅଧିକାରୀ ଭାବେ କେନ୍ଦ୍ରାପଡାର ବିକାଶ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ନିଜର ସଂସାର ସଂପତି କୁ ତୁଚ୍ଛ କରି ଏ ସମାଜ ପାଇଁ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ କାରାବରଣ କରିଥିଲେ, ମାତ୍ର ସ୍ୱାଧୀନତା ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ