ନୂତନ ତହସିଲଦାର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ତହସିଲ କାଶୀନଗର ରେ ନୂତନ ଭାବରେ କାର୍ଯ୍ୟ ଗ୍ରହଣ କରିଥିବା ତହସିଲଦାର ସୁଧୀର କୁମାର ନନ୍ଦ ଙ୍କୁ ବଂଶଧାରା ପାଠାଗାର ରେ ଅତି ନିରାଡ଼ମ୍ବର ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ହୃଷୀକେଶ ଗୌଡ଼ ସଭାପତିତ୍ବ କରି କାଶୀନଗର ରେ ନୂତନ ତହସିଲଦାର ଙ୍କୁ କାଶୀନଗର ଅଞ୍ଚଳର ପ୍ରଶାସନିକ ସୁପରିଚାଳନା ନିମିତ୍ତ ଶୁଭେଚ୍ଛା ଜଣାଇଥିଲେ। ସଭାରେ ଗଣମାଧ୍ୟମ ପ୍ରତିନିଧି, ନାଗରିକ ଓ ସମାଜ ସେବୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ