ନୂତନ ବର୍ଷରେ ସାଧନା ଦିବସ
ବ୍ରହ୍ମପୁର-(ଯୁଗାଦ୍ଦନ୍ୟୁଜ) ନୂତନ ବର୍ଷ ଉପଲକ୍ଷେ ସ୍ଥାନୀୟ ଦିବ୍ୟସଂଘ ପକ୍ଷରୁ ଗୋସାଣିନୁଆ ଗାଁ ଶାଖାରେ ବୁଧବାର ପାଦୁକା ପୂଜା,ସହସ୍ର ଅର୍ଚ୍ଚନା,ଗୀତାପାଠ,ବିଷ୍ଣୁସହସ୍ରନାମ,ହନୁମାନ ଚାଳିଶା, ଓ ସୁନ୍ଦର କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ବାପି ସାହୁ,ସନ୍ତୋଷ ରଥ, ହରି ବେହେରା,ସିମାଞ୍ଚାଳ ମିଶ୍ର ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ


