ନୂତନ ବର୍ଷରେ ୨୦୨୦ ଦୀପଦାନ

କୋଦଳା: ବେଗୁନିଆପଡା ବ୍ଲକର ମଠସରସିଙ୍ଗି ଗ୍ରାମରେ ନୂତନ ବର୍ଷରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ୨୦୨୦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଗ୍ରାମ କମିଟି ତରଫରୁ ଏହା ଆୟୋଜନ ହୋଇଥିଲା । ସମସ୍ତେ ତ୍ରିନାଥ ମନ୍ଦିରରୁ ବାହାରି ଗ୍ରାମଦେବତୀ ମନ୍ଦିର ଯାଏଁ ପୁରା ଗ୍ରାମ ପରିକ୍ରମା କରିଥିଲେ। କିଭଳି ୨୦୨୦ ବର୍ଷ ଗ୍ରାମକୁ କୌଣସି ବିପତ୍ତି ନ ଆସି ଗ୍ରାମର ଜନସାଧାରଣଙ୍କ ବର୍ଷ ତମାମ ଭଲରେ କଟିବା ପାଇଁ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ