ନୂତନ ସଂସ୍କୃତି ଅଧିକ।ରୀ ଭ।ବେ ଦ।ୟିତ୍ଵ ଗ୍ରହଣ କଲେ ଅର୍ଚ୍ଚନ। କୁମ।ରୀ ମଙ୍ଗର।ଜ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲ। ସଦର ମହକୁମ। ପ।ରଳ।ଖେମୁଣ୍ଡି ଠ।ରେ ଥିବ। ଜିଲ୍ଲା ସଂସ୍କୃତି ବିଭ।ଗର ନୂତନ ଅଧିକ।ରୀ ଭ।ବେ ଦ।ୟିତ୍ୱ ଗ୍ରହଣ କରିଛନ୍ତି ଅର୍ଚ୍ଚନ। କୁମ।ରୀ ମଙ୍ଗର।ଜ । ଦାୟିତ୍ବ ଗ୍ରହଣ ପରେ ଗଣମ।ଧ୍ୟମକୁ ସୂଚନ। ଦେଇ କହିଛନ୍ତି ଯେ , ଜିଲ୍ଲ।ର କଳ। ସଂସ୍କୃତିର ବିକ।ଶ ହୋଇ ପ।ରିବ ତ। ଉପରେ ଗୁରୁତ୍ୱ ପ୍ରଦ।ନ କର।ଯିବ । ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେଲ। ଏହି ପଦବୀ ଖ।ଲି ପଡିଥିଲ। । ବ।ରମ୍ବ।ର ଗଣମ।ଧ୍ୟମ ରେ ଖବର ପ୍ରସ।ରଣ ପରେ ସରକ।ର ଏହି ପଦବୀ ପୂରଣ କରି ଥିବ।ରୁ ଗଜପତି ଜିଲ୍ଲ।ବ।ସୀ ର।ଜ୍ୟ ସରକ।ର ଓ ଜିଲ୍ଲ। ପ୍ରଶ।ସନକୁ କୃତଜ୍ଞତ। ଜଣ।ଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲ।ରେ ସଂସ୍କୃତି ଭବନ ନାହିଁ । ଯଦି ସଂସ୍କୃତି ଭବନଟିଏ ହେଲେ ଜିଲ୍ଲ।ର କଳ। ଓ ସଂସ୍କୃତି ବଞ୍ଚି ରହିବ। ସହ ଜ।ତୀୟ, ଆନ୍ତର୍ଜ।ତୀୟ ସ୍ତରରେ ଓ ବିଶ୍ୱ ଦରବ।ରରେ କଳ। ସଂସ୍କୃତି ପହଞ୍ଚି ପ।ରିବ । ତେଣୁ ତୁରନ୍ତ ଜିଲ୍ଲ। ପ୍ରଶ।ସନ ସଂସ୍କୃତି ଭବନଟିଏ କଲେ କଳ।କ।ରଙ୍କ ସହ ଜିଲ୍ଲ।ବ।ସୀ ଉପକୃତ ହୋଇପ।ରିବେ ବୋଲି ଆଶ। ପ୍ରକଟ କରିଛନ୍ତି ଜନସାଧାରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ