ନୂତନ ସୁପର ସ୍ପେ୍ଲଣ୍ଡର ର ଲଂଚ ସହିତ ହିରୋ ମୋଟୋକର୍ପ
ଏକ ରୋମାଂଚକର ଏବଂ ବ୍ୟାପକ ବିଏସ-ଭିଆଇ ଉତ୍ପାଦ ପୋର୍ଟଫୋଲିଓ ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହୋରାଇ ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମତା ଆଜି ସୁପର ସ୍ପେ୍ଲଣ୍ଡର ତାର ବିଏସ-ଭିଆଇ ସଂସ୍କରଣରେ ଲଂଚ କରିଛନ୍ତି ।ନିକଟରେ ନୂତନ ଏକ୍ସଟ୍ରିମ୧୬୦-ଆର, ପେସନ-ପ୍ରୋ ବିଏସ-ଭିଆଇ ଏବଂ ଗ୍ଲେମର ବିଏସ-ଭିଆଇ- ଆଦି ହିରୋ ୱାର୍ଲ୍ଡ ୨୦୨୦ରେ କମ୍ପାନୀର ବିଏସ-ଭିଆଇ ଲଂଚ ହେବା ପରେ ସୁପର ସ୍ପେ୍ଲଣ୍ଡର ବିଏସ-ଭିଆଇ ଲଂଚ ହୋଇଛି । ଏହା ପୂର୍ବରୁ ଏକ ସମ୍ମୋହକ ଉତ୍ପାଦ ପୋର୍ଟଫୋଲିଓ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ଆଇସ୍ମାର୍ଟ, ସ୍ପେ୍ଲଣ୍ଡର+, ଏଚଏଫ ଡିଲକ୍ସ, ପ୍ଲେଜର+ ୧୧୦, ଡେଷ୍ଟିନି ୧୨୫ ଏବଂ ମାଇଷ୍ଟ୍ରୋ ଏଜ ୧୨୫- ଆଦି ବିଏସ-ଭିଆଇ ଦୁଇ-ଚକିଆର ଏକ ଅନୁକ୍ରମ କମ୍ପାନୀ ଗୋଟିଏ ପରେ ଗୋଟିଏ କରି ପ୍ରବେଶ କରାଇ ସାରିଥିଲା ।ଟ.୬୭,୩୦୦(ସେଲ୍ଫ-ଡ୍ରାମ ଏଲଏ ୱିଲ) ଏବଂ ଟ.୭୦,୮୦୦ ର (ସେଲ୍ଫ-ଡିକ୍ସ ଏଲଏ ୱିଲ) ଆକର୍ଷକ ମୂଲ୍ୟରେ ସାରା ଭାରତରେ ହିରୋ ମୋଟୋକର୍ପ ଶୋରୁମ ରେ ନୂତନ ସୁପର ସ୍ପେ୍ଲଣ୍ଡର ବିଏସ-ଭିଆଇ ଉପଲବ୍ଧ ହେବ ।ସମସ୍ତ ବିଏସ-ଭିଆଇ ଉତ୍ପାଦର ଉତ୍ପାଦନ କମ୍ପାନୀ ପୂର୍ବରୁ ହିଁ ବନ୍ଦ କରିସାରିଛି ଏବଂ ବର୍ତମାନ କେବଳ ବିଏସ-ଭିଆଇ ଉତ୍ପାଦ ନିର୍ମାଣ କରୁଛି ।ବିଏସ-ଭିଆଇ କୁ ଏକ ଚିକ୍କଣ ପରିବର୍ତନ ସହିତ ଏହାର ଗ୍ରାହକମାନଙ୍କୁ ସୁପରିଅର ଏବଂ ସ୍ୱଚ୍ଛତର ପ୍ରାଦ୍ୟୋଗୀକି ଥିବା ପ୍ରିମିୟମ, ଶୀର୍ଷ ଗୁଣବତାର ଉତ୍ପାଦ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ହିରୋ ମୋଟୋକର୍ପ ପୁନଃ ଘୋଷଣା କରିଛନ୍ତି ।ସୁପର ସ୍ପେ୍ଲଣ୍ଡର ବିଏସ-ଭିଆଇ ଉପରେ ଟିପଣୀ ଦେବାକୁ ଯାଇ ହିରୋ ମୋଟୋକର୍ପର ବୈଶିକ ଉତ୍ପାଦ ଯୋଜନାର ମୁଖ୍ୟ ମେଲୋ ଲି ମେସନ କହିଲେ, “ଭାରତରେ ସୁପର ସ୍ପେ୍ଲଣ୍ଡର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ମଟରସାଇକେଲ ହୋଇ ରହିଛି ଏବଂ ନୂତନ ସୁପର ସ୍ପେ୍ଲଣ୍ଡର ବିଏସ-ଭିଆଇ ଦ୍ୱାରା ଏହି ଟ୍ରେଣ୍ଡ ଅଧିକ ମଜଭୁତ ହେବ ବୋଲି ଆମେ ସୁନିଶ୍ଚିତ