ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଶନିବାର ସ୍ଥାନୀୟ ସୁକୁଣ୍ଡା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଦିବ୍ୟଜୀବନ ସଂଘ ଭକ୍ତ ମାନଙ୍କ ଦ୍ୱାରା ବିଷ୍ଣସହସ୍ର ନାମ,ଗୋପାଳ ସହସ୍ରନାମ ପରେ ଠାକୁରଙ୍କ ପାଖରେ ତୁଳସୀ ଅର୍ପଣ କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ମନ୍ଦିରର ଟ୍ରଷ୍ଟିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।