ନେହୁର ଯୁବ କେନ୍ଦ୍ର ଦ୍ଵାରା ବିୟୁଟି ପାର୍ଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନେହୁର ଯୁବ କେନ୍ଦ୍ର ଦ୍ଵାରା ବିୟୁଟି ପାର୍ଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି | ୟୁ ଟେକ୍ କଂପ୍ୟୁଟର ସେଣ୍ଟର୍ ର ଅଧ୍ୟକ୍ ଶ୍ରୀ ଲୋକନାଥ ମିଶ୍ର ଙ୍କ ସଭାପତତ୍ବରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ହୋରିମୋହନ ପଟ୍ଟନାୟକ ମୁଖ୍ୟ ବକ୍ତା ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସମ୍ମାନିତ ଅତିଥି NYK ଏ ମହେଶ ଏବଂ ବି ଭବାନୀ ପ୍ରସାଦ ପ୍ରଶିକ୍ଷଣ ଶିକ୍ଷୟତ୍ରି ସବିତା ପ୍ରଧାନ ମଞ୍ଚ। ସ୍ଥିତ ହୋଇ ନିଜ ନିଜ ଅଭିଭାଷଣ ଦେଇଥିଲେ | ୪୫ ଦିନର ତାଲିମ୍ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ | କାର୍ଯ୍ୟକର୍ମ ପରିଚାଳନା ରେ ଶରତ ପ୍ରଧାନ, ସବିତା ପ୍ରଧାନ ସହଯୋଗ କରିଥିଲେ | ଶେଷରେ ଶ୍ରିନୁବାସ ଗୟା ଧନ୍ୟବାଦ୍ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ