ନେହେରୁ ଯୁବକେନ୍ଦ୍ର ଓ ବଜରଙ୍ଗ ଦଳ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବଜରଙ୍ଗ ଦଳ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ହାଟଡିହି ଡାକ୍ତରଖାନା ପରିସର ଓ ହାଟଡିହି ବଜାରରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ସଭାପତି ଜଗନ୍ନାଥ ପୃଷ୍ଟି ଓ ସମ୍ପାଦକ ଅଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପେନ୍ଦ୍ର ବେହେରା, ବଳରାମ ବେହେରା, ଶ୍ରୀତମ ସାହୁ, ଡମ୍ବରୁଧର ମହଳିକ, ନିତ୍ୟାନନ୍ଦ ସାହୁ, ସୌମ୍ୟ ରଞ୍ଜନ ବେହେରା, ମାନସ କୁମାର ଯେନା, ଚନ୍ଦ୍ରଧ୍ୱଜ ସାହୁ, ବିଶ୍ୱନାଥ ସାହୁ, ମାନସ ବେହେରା, ସିପୁନ ପୃଷ୍ଟି, ତପନ ସାହୁ, ଚିତ୍ତରଞ୍ଜନ ସାହୁ, ସରୋଜ ସାହୁ, ମିନି ସାହୁ, ଲିପୁନୁ ପୃଷ୍ଟି, ଭଗବାନ ଯେନା ପ୍ରମୁଖ ସାମିଲ ହୋଇ ଡାକ୍ତରଖାନା ପରିସରରେ ପଡିଥିବା ଅଇଳା ଆବର୍ଜନାକୁ ସଫାସୁତୁରା କରିବା ସହିତ ହାଟଡିହି ବଜାରକୁ ମଧ୍ୟ ସଫା ସୁତରା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ