ନୟାଗଡ ବିଧାୟକଙ୍କ ନିଆରା ପ୍ରୟାସ

ନୟାଗଡ, (ଯୁଗାବ୍ଦ ନ୍ୟୁଜ) – ଅଫିସ କିମ୍ବା ଘର ବଦଳରେ ନିଜ ନିର୍ବାଚନ ମଣ୍ଡଳୀର ପବ୍ଲିକ ପ୍ଲେସରେ କ୍ୟାମ୍ପ କରି ବିଭିନ୍ନ ଉନ୍ନୟନ ମୂଳକ କାମର ଅନୁଧ୍ୟାନ କରିବା ସହ ଲୋକଙ୍କ ଅଭିଯୋଗ ସୁଣି ତାହାର ସମାଧାନ କରୁଛନ୍ତି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ନିର୍ବାଚନ ଜିତିବା ପର ଠାରୁ ପ୍ରତେକ ମାସର ଶେଷ ରବିବାରରେ ନିର୍ବାଚନ ମଣ୍ଡଳୀର ପବ୍ଲିକ ପ୍ଲେସରେ କୋକଙ୍କ ଅଭିଯୋଗ ସୁଣାଣି ଶିବିର ଆୟୋଜିତ ହେଉଛି । ଏହି ଅଭିଯୋଗ ସୁଣାଣିରେ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ଏହି ଜନ ସୁଣାଣି ଦ୍ବାରା ନେତା ଏବଂ ଜନତା ନିକଟ ତର ହୋଇପରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ