ପଂନୀ ପାଇଁ ୨୫ ହଜାର ଟଙ୍କାର ସହାୟତା

ଯାଜପୁର, (ଯୁଗାଦ୍ଦ ନ୍ୟୁଜ), ଯାଜପୁର ଟାଉନ ସ୍ଥିତ ଡିଭାଇନ ହେଲ୍ଥ କେୟାର ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପଂନୀ କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଡିଭାଇନ ହେଲ୍ଥ କେୟାର ପକ୍ଷରୁ ଡା. ବିରଞ୍ଚି ନାରାୟଣ ମହାପାତ୍ର ଓ ପୂର୍ବତନ କାଉନ୍ସିଲର ଦୀପକ କୁମାର ଦାସ ପ୍ରମୁଖ ଜି ଜିଲ୍ଲାପାଳଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ