ପଞ୍ଚାୟତ କାର୍ଯ୍ୟଳୟକୁ ଉଡାଇଲେ ମାଓବାଦୀ

ମାଲକାନଗିରି(ଯୁଗାଦ୍ଦ ନ୍ୟୁଜ), ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପଞ୍ଚାୟତ କାର୍ଯ୍ୟଳୟକୁ ଉଡାଇଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲିରେ ପଞ୍ଚାୟତ କାର୍ଯ୍ୟଳୟକୁ ପ୍ରାୟ ୩୦ରୁ ୪୦ ମାଓବାଦୀ ଆସି ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ରେ ପଞ୍ଚାୟତ ଅଫିସ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ମୃତାହତ ଙ୍କ ସୂଚନା ମିଳି ପାରିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ