ପଟିଆଲା ହାଉସ୍ କୋର୍ଟ ଶୁଣାଇଲେ ଶେଷ ରାୟ

ନୂଆଦିଲ୍ଲୀ- ପଟିଆଲା ହାଉସ୍ କୋର୍ଟ ମଙ୍ଗଳବାର ନିର୍ଭୟା ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ୍ ଉପରେ ଶୁଣାଣ କରି କହିଛନ୍ତି ଆସନ୍ତା ଜାନୁୟାରୀ ୨୨ ତାରିଖ ସକାଳ ୭ଟାରେ ୪ ଅଭିଯୁକ୍ତ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ