ପଣ୍ଡିତ ଦୀନଦୟାଲଙ୍କ ୧୦୫ ତମ ଜନ୍ମ ଜୟନ୍ତି ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଏକାତ୍ମ ମାନବ ବାଦ ର ସ୍ବେଷ୍ଠା ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମ ଜୟନ୍ତି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପ୍ରଶାନ୍ତ କୁମାର କର, ବିଜେପି ଲିଗାଲ ସେଲ ର ଜିଲ୍ଲା ଆବାହକ ପ୍ରଦୀପ କୁମାର ପାଢୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ବିଜେପି ଜିଲ୍ଲା ସମ୍ପାଦକ ଲଷ୍ମୀନାରାୟଣ ପଣ୍ଡା, ଛତ୍ରପୁର ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା,ପ୍ରଫୁଲ ପଣ୍ଡା, ପି. ତିରୁପତି ରାଓ, ହରି ନାୟକ, ଜଗନ୍ନାଥ ଦାସଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ବର୍ଗତ ଉପାଧ୍ୟାୟ ଙ୍କ ଗୁଣଗାନ କରିବା ସହ ସ୍ମୃତି ଚାରଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ