ପତିରିବିନ୍ଧା ଗ୍ରାମର ଗୌରହରୀ ଉପ୍ରାବିଦ୍ୟାଳୟରେ ଡ୍ରେସ ବଣ୍ଟନରେ ଉଠିଲା ଝଡ଼

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକର ଫତେପୁର ଗ୍ରାମପଞ୍ଚାୟତର ଗୌରହରି ସରକାରୀ ଉପ୍ରାବିଦ୍ୟାଳୟରେ ଡ୍ରେସ ବଣ୍ଟନର ଅନିୟମିତତା କୁ ନେଇ ଉଠିଲାଝଡ଼ ହଁ ଆଜ୍ଞା ଆମେ କହୁଛୁ ସେହି ଶିକ୍ଷାକେନ୍ଦ୍ର କଥା ଯଉଠି ପିଲାମାନଙ୍କ ଭବିଷ୍ୟତ ଗଢ଼ାଯାଇଥାଏ ସେଠାରେ ଚାଲିଛି ଟଙ୍କା ପଇସାର କମିଶନ କଥା କିଏ କେତେ ଦେଇ ପାରିବ କିଏ କେତେ ନେଇ ପାରିବ ତା ପରେ ଆମ ପିଲେ ପିନ୍ଧିବେ ୟୁନିଫର୍ମ କଣ ଏହି ଆମସ୍କୁଲ ଏହି ଆମ ମୋ ସରକାର ଦିନ ଦିହିପହରେ ଚାଲିଛି ଶିକ୍ଷାମନ୍ଦିର ରେ ରାଜନୀତି. ସତରେ ଦର୍ଶକବନ୍ଧୁ ଆମେ ଏଠି କହିବା କାହାକୁ ଶୁଣିବ କିଏ ଏହି ଆମ ଵେବସ୍ତା ଏଠି ଗଢି ଉଠିବ ପିଲାମାନଙ୍କ ଭବିଷ୍ୟତ ଏବେ ବିଚାର ଆପଣମାନଙ୍କର ଏଠି ପ୍ରଶ୍ନ ଉଠୁଛି ସରକାରୀ କତୃପକ୍ଷ ଓ ଶିକ୍ଷାମନ୍ତ୍ରୀ କରୁଛନ୍ତି କଣ ଏଠି ଓଡିଶାର ଗୋଟେ ସ୍କୁଲନୁହଁ ଏଭଳି ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି.ଏବେ ଗ୍ରାମର ଗୌରହରି ସରକାରୀ ଉପ୍ରା ବିଦ୍ୟାଳୟର ମୁଖ୍ୟଫାଟକରେ ଚାବି ପକାଇଲେ ଅଭିଭାବକ l ଘଟଣା ସ୍ଥଳରେ ଧୁଷୁରୀ ପୋଲିସ ପହଞ୍ଚି ଚାବିଖୋଲିବା ସହ ଆସନ୍ତାକାଲି ସମାଧାନ କରିବାକୁ ନିଷ୍ପତି ନିଆ ଗଲା ଦେଖିବାକୁ ବାକି ରହିଲା ଏ ଝଡ଼ର ସମାଧାନ କେବେ ହେଉଛି ସୂଚନା ଅନୁଯାଇ ସେପଟେ ପ୍ରଧାନ ଶିକ୍ଷୟତ୍ରୀ, CRCC ଓ ସ୍କୁଲ କମିଟିର ସଭାପତି ମିଶି ସହିଦନଗର ବଜାର ରେ ଥିବା ଏକ ଦୋକାନ ରୁ କମିଶନ ଖାଇ କମ ଦାମର ଡ୍ରେସ ଆଣିଥିବା ଅଭିଯୋଗ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ