ପଥର ବୋଝେଇ ଟ୍ରକ ଜବତ

ରାଇରଙ୍ଗପୁର , ରାଇରଙ୍ଗପୁର ଅଂଚଳରେ ତହସିଲଦାର ଅଚାନକ ଚଢାଉ କରି ଘଟଣା ସ୍ଥଳରୁ ଚୋରା ୩ ଗୋଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ ୩ ଗୋଟି ସାମଗ୍ରୀ ବୋଝେଇ ଟ୍ରାକ୍ଟର ଜବତ କରବା ସହ ନଗଦ ୬୫ ଜୋରିମାନା ଆଦାୟ କରିଛନ୍ତି । ସୋମବାର ତହସିଲଦାର ଓ ଆରଆଇଙ୍କ ମିଳିତ ଚଢାଉ କରାଯାଇଥିଲା । ଏହି ଘଟଣା ପରେ ବେଆଇନ ବାଲି ,ପଥର ମାଫିଆ ମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ