ପଦ୍ମ ଧରିଲେ ପ୍ରତ୍ୟୁଷା

ପଦ୍ମ ଧରିଲେ ପ୍ରତ୍ୟୁଷା । ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି କନ୍ଧମାଳ ସାଂସଦ ପ୍ରୁତ୍ୟଷା ରାଜେଶ୍ୱରୀ ସିଂ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ଉପସ୍ଥିତ ଥିଲେ । ବିଜେଡିକୁ ବାଏ ବାଏ କହିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ‘ହାତ’ ବଦଳରେ ପଦ୍ମ ଧରିଛନ୍ତି ପ୍ରତ୍ୟୁଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ