ପଧାନପଡା ଆଦିବାସୀ ସାହିରେ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଆଦିବାସୀ ସାହିରେ ଆନନ୍ଦମାର୍ଗ ସଂସ୍ଥା ପକ୍ଷରୁ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଶାନ୍ତ ଆନନ୍ଦ, ଆଚାର୍ଯ୍ୟ ରେଣୁକା ବ୍ରହ୍ମଚାରିଣୀ, ମୃତ୍ୟୁଞ୍ଜୟ ସୁତାର, ଲକ୍ଷ୍ମୀଧର କାଣ୍ଡି, ମାର୍କଣ୍ଡ ବେହେରା, କଲ୍ୟାଣ ଆନନ୍ଦଙ୍କ ସମେତ ଆନନ୍ଦମାର୍ଗ ରିଲିଫ ଟିମ୍ ପ୍ରମୁଖ ସହଯୋଗ କରିଥିଲେ ।


