ପବିତ୍ର ସଙ୍କରାନ୍ତି ଅବସରରେ ୧୦୮ ହନୁମାନ ଚାଳିସା
(ଯୁଗାବ୍ଦ ନ୍ୟୁଜ) ପବିତ୍ର ବିଛା ସଙ୍କରାନ୍ତି ଅବସରରେ ସ୍ଥାନୀୟ ଅଫିସ ନିକଟସ୍ଥ ହନୁମାନ ମନ୍ଦିରରେ ପୂଜା ,ଆରତୀ ପରେ ଭକ୍ତମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିସା ପାଠ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାମନା ପାଢୀ ,ସହଦେବ ପାତ୍ର,ସତ୍ୟବାନ ପଟ୍ଟନାୟକ ,ମିହିର ଶତପଥୀ,ବାବୁପଣ୍ଡା ,ସାହେବ ପାତ୍ରଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ୧୦୮ ଆରତୀ ପୂଜା ପରେ ଶହଦେବ ପାତ୍ର ଶାନ୍ତି ପାଠ କରିଥିଲେ ।


