ପବିତ୍ର ସ୍ୱାୟତ ଶାସନ ଦିବସ ଅଭିନନ୍ଦନ
ାା ପ୍ରଗତିପଥେ ବୁଗୁଡା ବିଜ୍ଞ।ପିତ ଅଞ୍ଚଳ ପରିଷଦ, ।ା
ବୁଗୁଡା ସହରବାସୀଙ୍କ ସହଯୋଗ ହିଁ ପରିଷଦ ପ୍ରଗତିର ଭିତ୍ତିଭୂମି
ସ୍ୱାୟତ ଶାସନ ଦିବସ ୨୦୧୯ ପାଳନ ଉପଲକ୍ଷେ ବୁଗୁଡା ବିଜ୍ଞ।ପିତ ଅଞ୍ଚଳ ପରିଷଦ ତରଫରୁ ସମସ୍ତ ନଗରବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ ।
ଆମର ସ୍ୱପ୍ନ ଓ ସଂକଳ୍ପ
(୧) ପରିଷଦର ଏକ ସୁପରମାର୍କେଟ ସହ ଯାତ୍ରୀ ନିବାସ(ଧର୍ମଶାଳା) ନିର୍ମାଣ (୨) ପରିଷଦରେ ଏକ ଉନ୍ନତ ଶ୍ମଶାନ ଘାଟ ଓ ପାର୍କ ନିର୍ମାଣ(୩) ଶିଶୁ ଉଦ୍ୟାନ ସହ ବ୍ଲକର ବ୍ୟବସ୍ଥା ଏବଂ ପରିଷଦରେ ରହିଥିବା ବରଂ ଚିଂରାୟ ବୁଦ୍ଧଦେବ –ଶିଶୁ ଉଦ୍ୟାନର ସୈାନ୍ଦର୍ଯ୍ୟକରଣ (୪) ପରିଦେରେ ଏକ ପାଠାଗାରା ଏବଂ ଏକ ଜିମାନାସିୟମର ପ୍ରତିÂା (୫) ସହରର ସମସ୍ତ ୱାର୍ଡରେ ପକ୍କା ନାଳ ଓ ରାସ୍ତାର ଉନ୍ନତିକରଣ ।
(୨) ସହରକୁ ସ୍ୱଚ୍ଛ ରଖନ୍ତୁ ।ଘରୁ ବାହାରୁଥିବା ଓଦାଏବଂ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ରଖି ,ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ସଫେଇ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ଗାଡିରେ କିମ୍ଭା ସାଇରନ ବଜାଇ ଆସୁଥିବା ପରିମଳ ଗାଡିରେ ହିଁ ଉକ୍ତ ଆବର୍ଜନା ଗୁଡିକୁ ଜମା ଦିଅନ୍ତୁ ।ା(୪) ଠିକ୍ ସମୟରେ ପରିଷଦର ଟିକସ ପୈଠ କରନ୍ତୁ । ,(୫) ପରିଷଦରୁ ଘର ନକ୍ସା ମଞ୍ଜୁର ହେବା ପରେ ହିଁ ଘର ନିର୍ମାଣ କରନ୍ତୁ । । (୬) ପୈାର ସଂମ୍ପତ୍ତି ଓ ସର୍ବସାଧାରଣଙ୍କ ସ୍ଥାନକୁ ଜବରଦଖଲ ମୁକ୍ତ ରଖନ୍ତୁୁ । (୭) ପ୍ରଦୂଷଣ ମୁକ୍ତ ସମାଜ ପାଇଁ ପଲିଥିନ ବ୍ୟବହାର କରନ୍ତୁ ନାହିଁ । (୮) ପରିଷଦରୁ ଟ୍ରେଡ୍ ଲାଇସେନ୍ସ ନେଇ ବ୍ୟବହାର କରନ୍ତୁ । (୯) ଗୃହପାଳିତ ପ୍ରାଣୀ ମାନଙ୍କୁ ରାସ୍ତା ଉପରକୁ ଛାଡନ୍ତୁ ନାହିଁ । ସହର ବାସୀଙ୍କ ସୁଖ ସମୃଦ୍ଧିର ଆଶା କରି ଆପଣଙ୍କ…
ଉପଜିଲ୍ଲାପାଳ, କାର୍ଯ୍ୟନିର୍ବାହି ଅଧିକାରୀ
ଭଞ୍ଜନଗର- ବିଜ୍ଞ।ପିତ ଅଞ୍ଚଳ ପରିଷଦ
ତଥା -ପ୍ରଶାସକ ବୁଗୁଡା
ବିଜ୍ଞ।ପିତ ଅଞ୍ଚଳ ପରିଷଦ
ବୁଗୁଡା