ପରଦାକୁ ଆସିଲା ନବାଗତ ଯୋଡି ଙ୍କ ଅଭିନୀତ ଫିଲ୍ମ ମଲାଲ
ଫିଲ୍ମ ଫ୍ରାଇଡେ ଆଜି ପରଦା କୁ ଆସିଛି ସଞ୍ଜୟ ଲୀଲା ଭଂସାଲୀ ଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ ମଲାଲ । ଏହି ଚଳଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ମଙ୍ଗେଶ ହାଦାୱାଲେ । ଏହି ଚଳଚିତ୍ର ରେ ନୂଆଯୋଡି କୁ ଦେଖିବାକୁ ମିଳିଛି । ସୂଚନା ଥାଉ କି ଏହି ଫିଲ୍ମି ଟି ପ୍ରଥମ ଦିନରେ ୬୦ରୁ୭୦ କୋଟି ଟଙ୍କା ଆୟ କରିପାରେ ବୋଲି ସିନେ ସମୀକ୍ଷକ କହିଛନ୍ତି । ଏବେ ଦେଖିବାକୁ ବାକି ରହିଛି ନବାଗଚ ଯୋଡି କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ।