ପରବର୍ତ୍ତୀ ନୈାସେନା ମୂଖ୍ୟ ଆଡମିରାଲ କରମବୀର ସିଂ

ନୈସେନା ମୂଖ୍ୟ ଆଡମିରାଲ ସୁନିଲ  ଲାମ୍ବାଙ୍କର ମେ ୩୧ ରେ କାର୍ଯ୍ୟକାଳ ଶେଷ ହେଉଥିବାରୁ  ଭାଇସ ଆଡମିରାଲ କରମବୀର ସିଂ ପରବର୍ତ୍ତୀ ନୈାସେନା ମୂଖ୍ୟ ହେବେ ।  ସେ ନୈାସେନାରେ ଉତ୍ତମ ସେବା ଓ ନୈାସେନାର ସଫଳତା ପାଇଁ  ତାଙ୍କୁ ବହୁତ ବିଭିନ୍ନ ପଦ ପଦବୀରେ ଓ ମେଡାଲ ଓ ପରମ ମେଡିକାଲ ସେବା ମିଳିଛି  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ