ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟ

ପାରାଦୀପ,(ପିତବାସ ପ୍ରଧାନ): ଜଗତସିଂହପୁର ଜିଲ୍ଲା ଏରସମା ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟ । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ବଳେଇପୁର ପଞ୍ଚାୟତ ନଳକଣି ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ସ୍ତ୍ରୀ ବିନ୍ଦୁଲତା ରାଉତ । ବିନ୍ଦୁଲତାଙ୍କ ମୃତ୍ୟୁ ଘଟଣାକୁ ଏଡେଇବା ପାଇଁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଉଥିବା ବେଳେ ପରିବାର ପକ୍ଷରୁ ପ୍ରତିବାଦ ।ଅସ୍ତ୍ରୋପଚାର କରିଥିବା ଡାକ୍ତର ମେଡିକାଲରୁ ଛୁ।ମେଡିକାଲ ପରିସରରେ ଉତେଜନା । ଘଟଣା ସ୍ଥଳରେ ପୋଲିସ ମୃତୟନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ