ପର୍ଯ୍ୟଟକ ମାନଙ୍କ ପାଇଁ ଉଠିଲା କଟକଣା
ଜାମ୍ମୁ-କାଶ୍ମୀର-(ଯୁଗାଦ୍ଦନ୍ୟୁଜ)-ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର ଆସନ୍ତା ୧୦ ତାରଖରୁ ଭାରତର ଭୂସ୍ୱର୍ଗ କାଶ୍ମୀର ମଜାଉଠାଇପାରିବେ ପର୍ଯ୍ୟଟକ ଏନେଇ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପଲ ସୂଚନା ଦେଇଛନ୍ତି । ଦୀର୍ଘ ଦୁଇ ମାସ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରଶାସନ ତରଫୁରୁ ରୋକ ଲାଗିଥିଲା । କାରଣ ୩୭୦ ଧାରା ଉଠିବାପରେ ସୁରକ୍ଷାକୁ ଆଖି ଆଗରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ କାଶ୍ମୀର କୁ ବାରଣ କରାଯାଇଥିଲା