ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଅଟକ ଅବଧି ୧୯ ସେପ୍ଟେମ୍ବରକୁ ବୃଦ୍ଧି

ବ୍ରିଟେନ ଜେଲରେ ବନ୍ଦୀ ଥିବା ପଳାତକ ନିରବ ମୋଦିଙ୍କ ଅଟକ ଅବଧି ସେପ୍ଟେମ୍ବର ୧୯ କ ୁ ବୃଦ୍ଧି କରାଯାଇଛି । ନିରବ ମୋଦି ପାଖା ପାଖି ୨ ଅରବ ଡଲାର ର ବ୍ୟାଙ୍କ ଜାଲିଆତି ମାମଲାରେ ଜଡିତ ଅଛନ୍ତି ତେଣୁ ୱେଷ୍ଟମିଷ୍ଟରଙ୍କ ମାଜିଷ୍ଟେ୍୍ଟ୍ ଅଦାଲତ ଭିଡିଓ କନଫେରନ୍ସି ଜରିଆରେ ମାମଲାର ସଂକ୍ଷିପ୍ତ ଶୁଣାଣୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ