ପାଇକଆଖଡ଼ା ଗୁଡିକରେ ଅସ୍ତ୍ରଶସ୍ତ୍ରପୂଜନ,ପାରମ୍ପରି କରଣ କୌଶଳ ପ୍ରଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦଶହରା ଅବସରରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ ଶେଷ ଦିନରେ ମା’ ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ ଏହିପରିପ୍ରେକ୍ଷୀରେ ପିଲାଠାରୁ ବୁଢ଼ାଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଗଜପତି ରାଜ ବଂଶ ଶାସନ ସମୟରୁ ପ୍ରଚଳିତ ହୋଇ ଆସୁଥିବା ବହୁ ପୂରାତନ ପରମ୍ପରା ଏବେ ବି ସେଠାରେ ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ