ପାଓ୍ବାର ଟିଲର ଦୁର୍ଘଟଣାରେ ଚାଷୀ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସାନପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଖେଣ୍ଟିଦୁମା ଗ୍ରାମର ଚାଷୀ ସୁବନ ଚରଣ ମୁର୍ମୁ ଯୁବ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ପାଓ୍ବାର ଟିଲର ଦୁର୍ଘଟଣାର ଶିକାର ହୋଇଥିଲେ ।ତାଙ୍କର ବାମ ହାତର ଦୁଇ ଆଙ୍ଗୁଳି କଟିଯାଇଛି । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ