ପାଙ୍ଗିଡ଼ି ପଞ୍ଚାୟତରେ ବିଧାୟକଙ୍କ ଦ୍ଵାରା ଦୁଇଟି ପ୍ରକଳ୍ପ ଉଦ୍‌ଘାଟିତ

ବୁଗୁଡା- ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତରେ ମଙ୍ଗଳବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଦୁଇଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । ପାଙ୍ଗିଡ଼ି ପଞ୍ଚାୟତର ବେଲପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ରର ନୂତନ ଗୃହ ଓ ଘୁମୁସର ପଙ୍କଳବାଡ଼ିର ଯାତ୍ରୀ ବିଶ୍ରାମାଗାରକୁ ବିଧାୟକ ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ବୁବୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ରା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ