ପାଟକୁରା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ’ ସାବିତ୍ରୀ ଅଗ୍ରୱାଲ ଙ୍କ ପାଇଁ ମାଗିବେ ଭୋଟ

(ଯୁଗାବ୍ଦ ନ୍ୟୁଜ )ପାଖେଇ ଆସୁଛି ପାଟକୁରା ନିର୍ବାଚନ । ରାଜ୍ୟରାଜନୀତି ରେ ହାଇଲାଇଟ ଥିବା ପାଟକୁରା ନିର୍ବାଚନ ମଣ୍ଡଳୀ ୩ ପ୍ରମୁଖ ରାଜନୈତିକ ଦଳ ନିଜର ରୋଡ ମ୍ୟାପ ପ୍ରସ୍ତୁତ କରୁଥିବା ବେଳେ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଚଟ୍ଟନାୟକ ପାଟକୁରା ଗ୍ରସ୍ତ କରିବେ ବୋଲି ଦଳୀୟ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପାଟକୁରା ବିଧାନସଭା ନିର୍ବାଚନ ଆସନ୍ତା ୨୦ ତାରିଖରେ ମତଦାନ ହୋଇ ୨୪ ତାରିଖରେ ଫଳାଫଳ ବାହାରିବ ।


