ପାଟକୁରା ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେବେ ନବୀନ
ଯୁଗାବ୍ଦ ନ୍ୟୁଜ -ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟରାଜନୀତି ରେ ଦେଖିବାକୁ ମିଳୁଛି ଟ୍ୟୁଷ୍ଟି । ୩ ପ୍ରମୁଖ ରାଜନୀତିରେ କଂଗ୍ରେସ , ବିଜେପି , ବିଜେଡି ନିଜର ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ର ଋଣନୀତି ବିଷୟରେ ଆଲୋଚନା କରିବା ପାଇଁ ନବୀନ ନିବାସ ଡାକିଛନ୍ତି । ପାଟକୁରା ରେ କିଭଳି ରହିଛି ରାଜନୈତିକ ପାଣିପାଗ ଏହି ନିର୍ବାଚନୀ ର ବୈତରଣୀ ପାର ହେବା ପାଇଁ ବିଜେଡି କେତେ ପ୍ରସ୍ତୁତ ତା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି । ପାଟକୁରା ନିର୍ବାଚନ ଦାୟିତ୍ୱ ରେ ଥିବା ନେତା ଙ୍କ ସହ ବିଟ ବାଇ ବିଟ ଆଲୋଚନା କରୁଛନ୍ତି ଦଳ ର ସୁପ୍ରିମୋ ।