ପାଟନା ମ୍ୟୁଜିୟମ ଆସିଲା ମଧୁବନିରୁ ମିଳିଥିବା ମହାଜାଗତିକ ବସ୍ତୁ

ପାଟନା: ମଧୁବନିର ଲୌକହି ବ୍ଲକ ଅନ୍ତର୍ଗତ ମହାଦେବ ଗାଁର ଏକ କ୍ଷେତରେ ପଡିିଥିଲା ଗୋଟିଏ ମହାଜାଗତିକ ବସ୍ତୁ । ଏହା ପଡିବାବେଳେ ୩ଫୁଟ ଗଭୀରର ଗାତ କରିଦେଇଛି । ଏହି ବସ୍ତୁଟିକୁ ଏବେ ପାଟନା ସଂଗ୍ରହାଳୟକୁ ଅଣାଯାଇଛି ଓ ତା’ର ଚୁମ୍ବକୀୟ ଗୁଣ ରହିଥିବା ଜଣାପଡିଛି । ଏହା ଉଲ୍କା ପିଣ୍ଡ କି ନାହିଁ ସେ ସମ୍ବନ୍ଧରେ ଅନୁଧ୍ୟାନ କରାଯିବା ପରେ ପାଟନା ମ୍ୟୁଜିୟମରୁ ଏହାକୁ ସାଇନ୍ସ ମ୍ୟୁଜିୟମକୁ ସ୍ଥାନାନ୍ତର କରାଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ