ପାଟନା ସାହେବ ସିଟ୍ ନେଇ ବିଜେପିର ବିଦ୍ରୋହ : ପୋଲିସର ଲାଠିଚାଳନା

ବିିହାର ପାଟନା ସାହିବ ସିଟ୍ ନେଇ ବିଜେପିରେ ଦେଖାଦେଇଛି ବିଦ୍ରୋହ । ବିଜେପି ଆସନରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ଙ୍କୁ ପ୍ରାଥୀ ରୁପେ ଚୟନ କରିଛି ବିଜେପି । ପ୍ରଥମ ଥର ପାଇଁ ରବି ଶଙ୍କର ବିହାର ଗ୍ରସ୍ତ କରୁଥିବା ବେଳେ ବିମାନବନ୍ଦରରେ ତାଙ୍କୁ ହଟହଟା ହେବାକୁ ପଡିଛି । ତେବେ ନିର୍ବାଚନ ପ୍ରାର୍ଥୀ ପାଇବା ପାଇଁ ଆଶାୟୀ ଥିବା ରାଜ୍ୟସଭା ସାଂସଦ ଆରକେ ସିହ୍ନାଙ୍କ ସମର୍ଥକ ମାନେ ବିରୋଧ କରିଥିଲେ । ଏହା ସହ ତାଙ୍କ ବିରୋଦ୍ଧରେ ସ୍ଲୋଗାନ ଦେଇଥିଲେ । ଏହା ସହ ସେ କଳା ପତକା ପ୍ରଦର୍ଶନ କରିଥିଲେ । ଏହା କୁ କେନ୍ଦ୍ର କରି ମାରପିଟ ଆରମ୍ଭ ହୋଇଯାଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ମୃଦୁ ଲାଠିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ