ପାଣ୍ଡିଆନ୍ କୁ ୫ ଟିର ସଚିବ ନିଯୁକ୍ତ

ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତି ଗତ ସଚିବ ଥିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି. କାର୍ତ୍ତିକେନ୍ ପାଣ୍ଡିଆନ୍  ଆଜି ରାଜ୍ୟ ସରକାର ନୂଆ ଦାଇତ୍ୱ ରେ ଅବସ୍ଥାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଠନ କରିଥିବା ୫ ଟିମରେ ଟ୍ରାନସଫରମେସନ୍ ଏଣ୍ଡ ଇନିସିଏଟିଭ୍ ସଚିବ ଭାବେ ଗୁରୁ ଦାଇତ୍ୱ ଦେଇଛନ୍ତି ।ବର୍ତ୍ତମାନ ପାଣ୍ଡିଆନ୍ ନବୀନ ବ୍ୟକ୍ତି ଗତ ସଚିବ ରହିବା ସହ ଉଚ୍ଚ ଶିକ୍ଷା ପାଇଁ ନବୀନଙ୍କ ୫ ଟିମ୍ ଆକ୍ସନ ପ୍ଲାନର ଦାଇତ୍ୱ ଗ୍ରହଣ ସମ୍ବାଳିବେ । ଅନ୍ୟ ପଟେ ନୂତନ କରି ଗଠନ କରିଥିବା ୫ ଟିମ୍ ଯଥା ଟ୍ରାନ୍ସପେରେନ୍ସି ,ଟିମ୍ ୱାର୍କ ଟେକୋନୋଲୋଜି ,ଟାଇମ୍ ଓ ଟ୍ରାନସଫରମେସନ୍ ।ଏହି ପ୍ଲାନର ମୁଖ୍ୟ ଉଦେଶ୍ୟ ରହିଛି କିଭଳି ଭାବରେ ସରକାରୀ ଯୋଜନା ଗୁଡିକ ତ୍ୱରାନିତ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ