ପାନିୟ ଜଳ ଓ ଅଂଶୁଘାତର ମୁକାବିଳା ପାଇଁ ମନ୍ଦିର ପରିଷର ଅସ୍ଥାଇ ସ୍ସାସ୍ଥ୍ୟ କେନ୍ଦ୍ର ଜରୁରୀ କାଳିନ ଚିକିତ୍ସା ବ୍ୟବସ୍ଥା

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିଷର  ରେ ପାନିୟ ଜଳ ଓ ଅଂଶୁଘାତ ର ମୁକାବିଳା ପାଇଁ ମନ୍ଦିର ପରିଷର ମଧ୍ୟ୍ୟରେ ଅସ୍ଥାଇ ସ୍ସାସ୍ଥ୍ୟ କେନ୍ଦ୍ର ଜରୁରୀ କାଳିନ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି .ମନ୍ଦିର ପରିଶରରେ 40ଟି ସିସି ଟିଭି କ୍ୟାମେରା ଲଗାଯିବା ସହ 3ପ୍ଲାଟୁନ ପୋଲିସ ଫୋର୍ସ, 25ରୁ ଉର୍ଧ ଅଫିସର ,25ଜଣ ହୋମଗାର୍ଡ ସହିତ ସାଧା ପୋଷାକ ରେ ସ୍ସତନ୍ନ ପୋଲିସ ଭିଡକୁ ନିୟତ୍ରଣ କରିବା ସହିତ ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖିବେ. ଏଥି ସହିତ ଏହି ଚଇତି ପର୍ବରେ ସ୍ଥାନୀୟ ସ୍ସଛାସେବୀ ସଂଗଠନ ,ଯୁବକ ସଘଂ ମାନେ ସହଯୋଗର ହାତ ବଢାଇଛନ୍ତୀ. ଏହି ଚଇତି ପର୍ବ ସାତ ଦିନ ଧରି ମାଙ୍କ ପିଠରେ ଭଜନ ସମାରୋହ, ପ୍ରବଚନ, ବାଦିପାଲା ଆଦି ଅନୁଷ୍ଟିତ ହୋଇ ଏକ ଆଧ୍ୟ୍ୟାତ୍ମକ ପରିବେଷ ସୃଷ୍ଟି ହେବାକୁ ଯାଉଥିବା ସହ ଏହି ସମୟରେ ଘଟଗାଁ ଅଂଚଳରେ ଆମିଶ ସେବନକୁ ସଂପୂର୍ଣ୍ନ ବାରଣ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ