ପାରଳାରେ ରାସ୍ତାକଡ଼ର ଗଛଡାଳ କଟାଯାଉନି ରାସ୍ତାଘାଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୁରାତନ ବହୁ ବଡ଼ ଗଛର ଡାଳ କଟା ଯାଉନି କି ରାସ୍ତା ଘାଟ ଠିକ ଭାବେ ସଫେଇ ହେଉନାହିଁ. ଗତ ୩ ଦିନ ଅର୍ଥାତ ଛଅ ଦିନ ପୂର୍ବେ ହୋଇଥିବା କାଳବୈଶାଖୀରେ ସହରର ବିଭିନ୍ନ ସ୍ଥାନରେ ଥୂବା ଗଛଡାଳ ଡାଳ ପଡ଼ି ରାସ୍ତାଘାଟ ଅବରୋଧ ଅବରୋ ହୋଇଥିଲା। ଏଥିଯୋଗୁଁ ଯାତାୟାତରେ ନାନାଦି ସମସ୍ୟା ଦେଖା ଦେଇଥିଲା ରଥୂଲା I ଦିନେ ଦୁଇ ଦିନ ପ ପରେ ରାସ୍ତା ଉପ ଉପରୁ ଗଛ ଏବଂ ଡାଳଗୁଡ଼ିକୁ ସଫା କରାଯାଇଥିଳେ ଇଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରା ରାସ୍ତାରେ ଆଜି ଯାଏଁ ସଫେଇ କରାଯାଇ ନାହିଁ | ଗଛ ଡାଳ ଶୁଖ୍ ସେମିତି ହିଁ ପଡ଼ିରହିଥ‌ିବା ବେଳେ ଗମନାଗମନରେ ଅସୁବିଧା ହେଉଛି। ସେହିପରି ଉଲ୍ଲେଖୂତ ସ୍ଥାନର ସମ୍ମୁଖରେ ବହୁ ରାତନ ଗଛ ରହିଛି। ଏହି ଗଛଗୁଡ଼ିକର ଡାଳ ମୁଖ୍ୟ ରାସ୍ତା ତଥା ୱାନୱେ ଟ୍ରାଫିକ ରାସ୍ତାର ଉପରେ ରହିଛି। ଏଥିଯୋଗୁ ଟ୍ରକ, ବସ୍ ଯାତାୟାତ କରିବା ବେଳେ ଡାଳବାଜୁଛି ଏବଂ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି। ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଛ ଘଞ୍ଚ ହୋଇ ରହିଛି। ଏଥିରୁ ଯାତାୟାତ କରୁଥିବା ଯାନବାହାନରେ ବିଶାକ୍ତ ସରୀସୃପ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ