ରାଜ୍ୟ ପାରିତ ହେବ ବିନିୟୋଗ ବିଲ୍ 31/03/2021 YWPSENU9 0 Comments ଭୁବନେଶ୍ୱର (ୱାଇଏନ୍ଏସ୍): ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ମସିହା ବଜେଟ୍ ଉପରେ ୧,୭୫,୮୯୦କୋଟି ୨୩ଲକ୍ଷ ୬୦ହଜାର କୋଟି ଟଙ୍କାର ବିନିୟୋଗ ବିଲ୍ ଉପସ୍ଥାପନ କରିବେ । ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହେବାପରେ ତାହା ପାରିତ ହେବ ବୋଲି ଜଣାପଡ଼ିଛି । Spread the love