ପାର୍ଥୀ ପତ୍ର ଦାଖଲ କଲେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଲୋକସଭ। ନିର୍ବ।ଚନ ପ।ଇଁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ।ରଣ।ସୀରୁ ନ।ମ।ଙ୍କନ ପତ୍ର ଦ।ଖଲ କରିଛନ୍ତି । ଏହି ସମୟରେ ବିଜେପିର ବହୁ ବରିଷ୍ଠ ନେତ। ଦଳୀୟ କ।ର୍ଯ୍ୟକର୍ତ।ମ।ନେ କଲେକ୍ଟ୍ରେଟରେ ଉପସ୍ଥିତ ଥିଲେ ।
ପ୍ରକ।ଶ ସିଂହ ବ।ଦଲ, ଅମିତ ଶ।ହ।, ଜେପି ନଡ।, ନିତିଶ କୁମ।ର, ପୀୟୁଷ ଗୋୟଲ, ଉଦ୍ଧବ ଠ।କରେ, ନିତିନ ଗଡକରୀ, ସୁଷମ। ସ୍ୱର।ଜ ଆଦି ସେଠ।ରେ ମୋଦୀଙ୍କୁ ସ୍ୱ।ଗତ କରିଛନ୍ତି । ତେବେ ନ।ମ।ଙ୍କନ ପତ୍ର ଦ।ଖଲ କରିବ। ପୂର୍ବରୁ ମୋଦୀ ସକ।ଳ ୧୦ଟ। ୩୨ରେ କ।ଶୀ କୋତବ।ଲ ବ।ବ। କ।ଳଭୈରବଙ୍କ ଦର୍ଶନ କରିଥିଲେ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋନ୍ଧନ କରିଥିଲେ ।


