ପୁଣି ଚମକିବ ବାରବାଟୀ

ପୁୁଣି ଚମକିବ ବାରବାଟୀ ଷ୍ଟାଡିୟମ ,ଆଗାମୀ ଭାରତ – ୱେଷ୍ଟଇଣ୍ଡିଜ ର ତୃତୀୟ ମ୍ୟାଚ ସିଲଭର ସିଟି କଟକ ରେ ଖେଳାଯିବ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ର ଅଧକ୍ଷ ଧିରେନ ପଲାଇ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିସିସିଆଇ ପକ୍ଷରୁ ଘରୋଇ ଆନ୍ତର୍ଜାତୀୟ ସୂଚୀ ପ୍ରକାଶ କରିଛି । ଏଥିରେ ଆଗାମୀ ଭାରତ – ୱେଷ୍ଟଇଣ୍ଡିଜ ସିରିଜ ର ତୃତୀୟ ତଥା ଅନ୍ତିମ ମ୍ୟାଚ ବାରବାଟୀ ଷ୍ଟାଡିୟମ କୁ ଚୟନ କରିଛି ବିସିସିଆଇ । ଏହି ମ୍ୟାଚ ଡିସେମ୍ବର ୨୨ ତାରିଖରେ ଖେଳାଯିବ । ସୂଚନା ଅନୁସାରେ ୨୦୧୭ ଜାନୁୟାରୀ ରେ ଭାରତ ଇଂଲଣ୍ଡ ରେ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଦୀର୍ଘ ୨ବର୍ଷ ପରେ ପୁଣିଥରେ ଓଡିଆ ଦର୍ଶକ ମ୍ୟାଚ ର ମଜ୍ଜା ଉଠାଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ