ପୁଣି ଝଲସିବ କଳିଙ୍ଗ ଷ୍ଟାଡିୟମ

ଗୋଟିଏ ପଟେ ଦେଶ ରେ ଫିବର ଥିବାବେଳେ ଅନ୍ୟ ପଟେ ଓଡିଶା କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ । ଏଥିରେ ଅଷଂ ଗ୍ରହଣ କରିଥିବା ୮ ଟି ଶ୍ରେଷ୍ଠ ୨ ଟି ଦଳ ୨୦୨୦ ଟୋକିଓ ରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆଜି ପ୍ରଥମ ମ୍ୟାଚ ରେ ଗ୍ରୁପ ବି ରେ ଦକ୍ଷିଣ ଆଫ୍ରିକା ସହ ଆମେରିକା ମଧ୍ୟରେ ହେବ କଡା ଟକ୍କର । ଦ୍ୱିତୀୟ ମ୍ୟାଚ ରେ ଉଜବେଗିସ୍ଥାନ କୁ ଭେଟିବ ପୋଲାଣ୍ଡ ।ଶେଷ ମ୍ୟାଚରେ ଭାରତ ଓ ଋଷିଆ ମଧ୍ୟରେ ହେବ ମହାମୁକାବଲା । ଭାରତ ପାଇଁ ଏହି ମ୍ୟାତ କର ବା ମର । ଯଦି ଏହି ମ୍ୟାଚ ଭାରତ ଜିତୁଛ ି ତାହାଲେ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ