ପୁଣି ଟିଏମସି କର୍ମୀଙ୍କୁ ହତ୍ୟା

କୋଲକାତା : ପୁଣି ଜଣେ ଟିଏମସି କର୍ମୀଙ୍କୁ ହତ୍ୟା ଅଭିଯୋଗ । ଜଣେ ଟିଏମସି କର୍ମୀଙ୍କୁ ହତ୍ୟା କରିବାର ୨୪ ଘଣ୍ଟା ପରେ ପୁଣି ଜଣେ ଟିଏମସି କର୍ମୀଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଛି । ।ଦଳୀୟ କର୍ମୀଙ୍କ ଅଭିଯୋଗ ଅନୁସାରେ ଜଣେ ବିଜେପି କର୍ମୀ ତାଙ୍କୁ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଜେପି ପକ୍ଷରୁ ବ୍ୟକ୍ତି ଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କୁହାଯାଇଛି ।ି । ମୃତକ ଟିଏମସି କର୍ମୀଙ୍କ ପରିଚୟ ଆଜିଜର ରେହମାନ ବୋଲି ଧରାପଡିଛି । ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗର କୁଚ୍ ବିହାରରେ ଘଟିଛି ।ଗତ ଦୁଇ ଦିନ ତଳେ ଟିଏମସି କର୍ମୀ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଆଜିର ପୁଣି ଏକ ହତ୍ୟାକାଣ୍ଡ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ମୃତ ଟିଏମସି କର୍ମୀ ପରିବାର ତରଫରୁ ମଧ୍ୟ ଶତ୍ରୁତାକୁ କେନ୍ଦ୍ର କରି ଏହି ଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି । ଟିଏମସି ଏହାକୁ ଅଯଥାରେ ରାଜନୀତିର ରୁପ ଦେଉଛି ବୋଲି ବିଜେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ