ପୁଣି ବିବାଦରେ ସୁର-ବିଦେଶୀ ହଟାଅ କାକଟପୁର ବଂଚାଅ !

ରାଜ୍ୟରାଜନିତୀରେ  ହଟଚମକ  ସ୍ରୁଷ୍ଟି କରିଥିବା କାକଟପୁର ନିର୍ବାଚନମଣ୍ତଳୀର କିଏ ହେବେ ବିଜେଡି ବିଧାୟକତାକୁ ନେଇ ଚର୍ଚା ଜୋରଧରିଛି ୨୦୧୪ ସାଧାରଣ ନିର୍ବାଚନରେ କାକଟପୁର ସଂରକ୍ଷିତ ସିଟରେ ଵିଧାୟକଭାବେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ରସେଠୀ ଦଳର ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶକୁ ପାଳନ କରି ତତ୍କାଳୀନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଗୋଟିଚାଳନା ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ କୁ ମହଙ୍ଗା ପଡିଥିଲା ଯାହା ସୁରେନ୍ଦ୍ର ସେଠୀ କୁ ବିପୁଳ ସଂଖ୍ୟାରେ ବାଜିମାତ କରିବାକୁ ଖୋରାକ ଯିଗାଇଥିଲା ରାଜ୍ୟ ରାଜନୀତିରେ ଚର୍ଚାରେ ଥିବା ତତ୍କାଳୀନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଦୀର୍ଘ ୪୦ ବର୍ଷ ଧରୀ କାକଟପୁର ମାଟିର ପୁଅ ଭାବେ ନିଜ ଗଡରେ ବିରୋଧୀଙ୍କୁ ଚେକ ଦେଇ ଆସିଛନ୍ତି କାକଟପୁର ନିର୍ବାଚନୀ ମଣ୍ତଳୀରୁ ବହୁବାର ନିର୍ବାଚିତ ହୋଇ ସୁରେନ୍ଦ୍ର ନାଥ ନାୟକ ନିଜକୁ ଜଣେ ଅପ୍ରତିଦୋନ୍ଦୀ ନେତାର ପରିଚୟ ସ୍ରୁଷ୍ଟି କରି ଆସିଛନ୍ତି ଦଳର ସୁପ୍ରୀମୋଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ସୁରେନ୍ଦ୍ର ନାଥ ନାୟକ ବିଜେଡି ସରକାରେ ବିଭିନ୍ନ ବିଭାଗର ମନ୍ତ୍ର ପଦ ମିଳିଛି ହେଲେ ୨୦୧୪ ସଂରକ୍ଷିତ ସିଟ୍ରେ ନିର୍ବାଚିତ ହୋଇ ବାବିଧାୟକ ସୁରେନ୍ଦ୍ର ସେଠୀ ଜଣେ ବରିଷ୍ଠ ନେତାଙ୍କୁ ଅଣଦେଖା କରିବା ମହଙ୍ଗା ପଡିଛି  ସୁରେନ୍ଦ୍ରଙ୍କ ଭାଗ୍ୟ ଏବେ ଝୁଲନ୍ତା ଅବସ୍ଥାରେ ଅଛି ବିଜେଡି ଦଳ ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ ପୁଣି ଦଳୀୟ ଟିକେଟ ମିଳିଥିଲେ ମଧ୍ୟ ୬ ତାରିଖ ସୁଧା ସୁରେନ୍ଦ୍ର ସେଠୀ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି ଦଳ ସୁରେନ୍ଦ୍ରଙ୍କ ପ୍ରାର୍ଥିତ୍ବ ଉପରେ ରୋକଲଗାଇଛି  କାକଟପୁର ବିଜେଡି ଟିକେଟକୁ ନେଇ ଛକାପଞ୍ଝା ଲାଗି ରହିଥିବାବେ ଳେମାଷ୍ଟର ଷ୍ଟ୍ରୋକ ଖେଲିଛନ୍ତି ସୁରେନ୍ଦ୍ର ନାଥ ନାୟକ     ଦଳୀୟ ସୁପ୍ରିମୋଙ୍କ ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରି କାକଟପୁର ବାସୀ ସୁର ସେଠୀ ଉପରେ ଅସନ୍ତୋଷ ଅଛନ୍ତି ବୋଲି କହିଛନ୍ତି ତତ୍କାଳୀନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏପରି ପୁନଃ ଦଳରୁ ସୁର ସେଠୀକୁ ଦଳ ପ୍ରଥୀ କଲେ ଦଳ ହାରିବା ସହ ବିଜୁ ଜନତା ଦଳ ନିଜର ଅମାନତ ହରାଇବ ବୋଲି କହିଛନ୍ତି ସୁରସେଠୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ବିଜେଡିରୁ ସୁରେନ୍ଦ୍ର ନାଥ ନାୟକ ଦଳ ଛାଡିବା ସହ ନିଜ ସମର୍ଥକଙ୍କୁ ନେଇ ବିଜେପିରେ ମିଶିବାର ଖବର ରଜ୍ୟ ସରକାରଙ୍କୁ ଅବଗତ କରିଥିଲା ଗୁଇଁନ୍ଦା ବିଭାଗ ଯାହକୁ ନେଇ ସୁର ସେଠୀଙ୍କ କିଛି ଆଗଧାଡିର ସମର୍ଥକ ଏହାକୁ ଵିରୋଧ କରୁଥିବା ଦେଖିବାକୁ ମିଳିଛି ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ କିନ୍ତୁ ଆଉ କେଇପାଦ ଆଗକୁ ଯାଇ ବିଜେଡି ଦଳର ହାତମୁଠାକୁ ଟାଣ କରିବାକୁ ଯାଇ କାକଟପୁରର ବିଜେପି ପାର୍ଥୀ ତୁଷାର କାନ୍ତି ବେହେରାକୁ ନିଜ ଆଡକୁ ଆକର୍ଷତ କରି ବିଜେଡି ଦଳରେ ବିଧିବଦ୍ଧ ଭାବେ ମିଶାଇ ଦେଇଛନ୍ତି ଏବେ ବିଜେପି ଛାଡି ବିଜେଡିର ଶଂଖ ଧରିଥିବା ତୁଷାର କାନ୍ତି ବେହେରାଙ୍କୁ ଦଳ ପ୍ରାର୍ଥୀ କରିବାକି ମନସ୍ଥ କରିଥିବାବେଳେ ସୁର ସେଠୀଙ୍କ ସମର୍ଥକଙ୍କୁ ହଜମ ହେଉନି ଏପଟେଗତ ୫ବର୍ଷରେ କାକଟପୁରର ବୁକାଶ ବିଦେଶୀକୁ ଚାଲିଯାଇଥିବା କହିଛନ୍ତି  ବୁଦ୍ଧୀଜୀବୀ ଚଳିତବର୍ଷ ପୁଣି ସୁର ସେଠୀ ପୁଣି ବିଧାୟକ ହେଲେ କାକଟପୁରରେ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ବିଗିଡିଯିବା ସହ ବିକାଶନାରେ ଵିନାଶ ହେବ ବୋଲି ବୁଦ୍ଧିଜୀବି ମହଳରେ  ଚର୍ଚା ହେଉଛି ଚଳିତ ବର୍ଷ କିନ୍ତୁ କାକଟପୁର ବାସୀ ମାଟିର ପୁଅକୁ ବିଧାୟକ ଭାବେ ଦେଖିବାକୁ ଚାହିଁଥିବାବେଳେ ସୁରେନ୍ଦ୍ର ନାଥ ନାୟକଙ୍କ ଲକ୍ଷାଧିକ ସମର୍ଥକମାନେ କହୁଛନ୍ତି ବିଦେଶୀ ହଟାଅ-କାକଟପୁର ବଂଚାଅ ନାରା ଦେଉଛନ୍ତି ଦଳୀୟ ସୁପ୍ରିମୋଙ୍କ ଘୋଷଣାକୁ ସମସ୍ତ ଭୋଟରଙ୍କ ଅପେକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ