ପୁଣି ରାଜଧାନୀରେ ଚାଲିବ ଡ୍ୟାନ୍ସ ବାର ,ସୁପ୍ରିମକୋର୍ଟ ରାୟ
ଭୁବନେଶ୍ୱର ପୁଣିଥରେ ରାଜଧାନୀରେ ସଂନ୍ଧ୍ୟାଠାରୁ ଚାଲିବ ଡ୍ୟାନ୍ସବାର ଗୁଡିକରେ ରଂଗାରଂଗ କାର୍ଯ୍ୟକମ । ଏଭଳି ପରମିସନ୍ ଦେଇଛନ୍ତି ସୁପ୍ରିମକୋର୍ଟ । ସୁରା ସହିତ ଯୁବତୀ ମାନଙ୍କର ଡ୍ୟାନ୍ସ୍, କାର୍ଯ୍ୟକ୍ରମରେ ମତୁଆଲା ହେବେ ଗ୍ରାହକ । ଏନେଇ ୭ ଗୋଟି ଡ୍ୟାନ୍, ବାରକୁ ସୁଯୋଗ ଦେଇଛନ୍ତି ଅବକରୀ କମିସନର । ୪୪ (୫) ଗାଇଡ୍ ଲାଇନ୍ସ କୁ ମାନିବାକୁ ପଡିବ । ଯଥା କେ୍ା÷ ଣ,ି ଅଦ୍ଧ ନଗ୍ନ ପୋଷାକ ପିନ୍ଧି ନୃତ୍ୟୁ ପରିବେଷଣ କରିପାରବେ ନାହିଁ । ନୃତ୍ୟୁ ପରିବେଷଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ । ୨୧ ବର୍ଷରୁ କମ ବୟସ ଯୁବତୀ ମାନଙ୍କୁ ନିୟୋଜିତ କରାଯାଇପାରିବ ନାହିଁ । କେହି ମଧ୍ୟ ଟଙ୍କା ଉଡାଇପାରିବେ ନାହିଁ । ତ୍ପର୍ବରୁ ଏହି ଘଟଣାକୁ କେନ୍ଦ୍ରକରି ବାର ଗୁଡିକ ବନ୍ଦ ଥିଲା ।