ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ
ଗାଙ୍ଗପୁର ( ଯୁଗାବ୍ଦ ନ୍ୟୁଜ) କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଞ୍ଚାନ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଇତିହାସ ଅଧ୍ୟାପକ ଡ.ପ୍ରଦୀପ କୁମାର ତ୍ରୀପାଠୀଙ୍କ ଆବାହକତ୍ୱ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷତଥା ମହାବିଦ୍ୟଳୟର ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ସଭାପତିତ୍ୱରେ ଏହି ସମାବେଶରେ ପୁରାତନ ବିଦ୍ୟାର୍ଥୀ ସମସ୍ତ କର୍ମଚାରୀ ଉପସ୍ତିତ ଥିଲେ । ବୈଠକର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀର ବିଦ୍ୟାର୍ଥୀ ସମ୍ବଧିତ କରିଥିଲେ । ଏହି ବୈଠକରେ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁରୁଣା ଦିନର ଅନୁଭୂତି ବର୍ଣ୍ଣନା କରିଥିଲେ । ପରିଚାଳନା ଦାଇତ୍ୱରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସହଯୋଗ କରୁଥିବା ସମୟରେ ସଂସ୍କୃତ ଶିକ୍ଷକ ରୁନିବାଳା ତ୍ରୀପାଠୀ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।