ପୁରୀ କଂଗ୍ରେସରୁ ପ୍ରାର୍ଥୀ ଦାଖଲ କଲେ ଇଞ୍ଜିନିୟର

ପୁରୀ ପ୍ରାର୍ଥୀ ପତ୍ର ଦାଖଲ କରିବାର ଅନ୍ତିମ ଦିନରେ କଂଗ୍ରେସ ପକ୍ଷରୁ ପୁରୀ ବିଧାନସଭା ଆସନ ପାଇଁ ଇଞ୍ଜିନିୟର ଅରପ୍ରସାଦ ମିଶ୍ର ଆଜି ସମର୍ଥକଙ୍କ ସହ ଉପଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବିରାଟ ପଟୁ-ଆରରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୁରୀ ନିର୍ବାଚନରେ ଇଞ୍ଜିନିୟରଙ୍କ ନୂଆ ରାଜନୈତିକ ମୁହଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ