ପୁରୀ ସ୍ନାନ ଯାତ୍ରାରେ ବିଶୃଙ୍ଖଳା ଘଟଣା : ନିଳମ୍ବିତ ହେଲେ ୨ ସେବାୟତ

ପୁରୀ : ପୁରୀ ସ୍ନାନ ବେଦିରେ ବିଶୃଙ୍ଖଳା କରିବା ଘଟଣାରେ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ୨ ଜଣ ସେବାୟତଙ୍କୁ ନିଳମ୍ବିତ କରାଯାଇଛି । ସ୍ନାନ ବେଦିରେ ବିଶ୍ୃଙ୍ଖଳା କରିବା ଘଟଣାରେ ପୁଙ୍ଖାନୁପୁଙ୍ଖା ଅନୁସଂନ୍ଧାନ କରି ୨ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ମନ୍ଦିର ବ୍ୟବସ୍ଥାକୁ ଉଲଂଘନ କରିଥିବାରୁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି । ସେବାୟତ ମାନଙ୍କ ମଧ୍ୟରେ ଦୁଇ ସେବାୟତ ହେଲେ ସୋମନାଥ ଖୁଣ୍ଟିଆ ଓ ଅନ୍ୟ ଜଣେ ରାଜାରାମ ଖୁଣ୍ଟିଆ । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ସ୍ନାନବେଦୀରେ ଚଢାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ